Using 'like' as a preposition
try Again
Tip1:hello
Lesson 86
Using 'like' as a preposition
ଟିପ୍
Neha is like a sister to me = ନେହା ମୋର ଭଉଣୀ ଭଳିଆ.
Like ଏକ preposition (ସମ୍ବନ୍ଧସୁଚକ) ଭଳିଆ ଭି ବ୍ୟବହାର କରାଯାଏ .
ଏହାର ପ୍ରୟୋଗ ଭିନ୍ନ ଭିନ୍ନ ରୁପେ କରାଯାଇ ଥାଏ .

ଏଠାରେ 'like' ର ପ୍ରୟୋଗ ସମାନତା ଏବଂ ଅନ୍ତର ଦର୍ଶାଉଛି.
There is nothing like a cup of hot tea in winters = ଶୀତ ରୂତୁ ରେ ଗୋଟେ କପ ଗର୍ମ ଚା' ଭଳିଆ ଆଉ କିଛି ନାହିଁ
ଟିପ୍
He sings like a professional singer = ସେ ଗୋଟେ ପେଶାଦାର ଗାୟକ ଭଳିଆ ଗାଉଛି.
ସମାନତା ର ଚିତ୍ରଣ କରିବା ସମୟରେ 'like' ର ପ୍ରୟୋଗ ସଂଜ୍ଞା ଏବଂ ସର୍ବନାମ ସହିତ କରାଯାଏ .
=
ଟିପ୍
It looks like it's going to rain soon = ଏମିତି ପ୍ରତୀତ ହେଉଛି କି କିଛି କ୍ଷଣ ରେ ବର୍ଷା ହେବ.
ଆମେ 'like' ର ପ୍ରୟୋଗ 'seem, look, sound, smell, taste, feel' ଇତ୍ୟାଦି ଶବ୍ଦ ପରେ ପ୍ରଭାବ କୁ ଦର୍ଶେଇବା ପାଇଁ କରୁ.
It looks like it's going to rain soon = ଆମେ like ର ପ୍ରୟୋଗ 'seem, look, sound, smell, taste, feel' ଇତ୍ୟାଦି ଶବ୍ଦ ପରେ ପ୍ରଭାବ କୁ ଦର୍ଶେଇବା ପାଇଁ କରୁ.
It looks like it's going to rain soon = ଏମିତି ପ୍ରତୀତ ହେଉଛି କି କିଛି କ୍ଷଣ ରେ ବର୍ଷା ହେବ.
=
ଟିପ୍
Celebrities like actors and singers often come here = ବିଖ୍ୟାତ ବ୍ୟକ୍ତି ଯେପରି ଅଭିନେତା ଓ ଗାୟକ ଅନେକ ସମୟରେ ଏଠାକୁ ଆସନ୍ତି.
ଉଦାହରଣ (example) ଦେଲା ସମୟରେ ମଧ୍ୟ 'like' ର ପ୍ରୟୋଗ କରା ଯାଏ.
=
ଟିପ୍
Something like two thousand visitors come here every day = ଏଠାକୁ ସବୁଦିନ ପାଖା ପାଖି ଦୁଇ ହଜାର ପରିଦର୍ଶକ ଆସନ୍ତି.
ଏକ ଅନୁମାନିକ ସଂଖ୍ୟା(approximate value) କିମ୍ବା କାହାର ବିଶେଷତା କହିବା ପାଇଁ ମଧ୍ୟ 'like' କୁ ଗୋଟେ 'preposition' ଭଳିଆ ପ୍ରୟୋଗ କରା ଯାଏ.
=
'ମୋ କୁକୁର ମୋର ପରିବାର ର ଗୋଟେ ସଦସ୍ୟ ଭଳିଆ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
My dog is like a family member to me.
My dog likes a family member to me.
My dog like a family member to me.
My dog is likes a family member to me.
'ଏମିତି ପ୍ରତୀତ ହଉଛି, ଆମକୁ ଆଜି ରାତି ରେ ଡେରି ହେବ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
It seems likes we will be late tonight.
It seems as we will be late tonight.
It seems like we will be late tonight.
It seem likes we will be late tonight.
'ସେ ମଡେଲ୍ ଭାଲିଆ ଚାଲେ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
She walks seems a model.
She walks like a model.
She walks in a model.
She walks likes a model.
'ସଚିନ୍ ଓ ୟୁବରାଜ୍ ଭଳିଆ କ୍ରିକେଟର ମାନେ ବହୁତ ପଇସା ଅର୍ଜନ କରନ୍ତି.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
Cricketers, like Sachin and Yuvraj earn a lot of money.
Cricketers, likes Sachin and Yuvraaj earn a lot of money.
Cricketers, such Sachin and Yuvraaj earn a lot of money.
Cricketers, are Sachin and Yuvraaj earn a lot of money.
'ସେ ସୋନୁ ନିଗମ ଭଳିଆ ଗାଏ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
He sings for Sonu Nigam.
He sings such Sonu Nigam.
He sings likes Sonu Nigam.
He sings like Sonu Nigam.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
This ______
looked likes
like
like to be
looks like
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
It ______
tastes likes
tastes like
tastes liked
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I, ______
like most people
likes most people
liked most people
am most people
ତୁମେ ନିଜ ମାଁ ଙ୍କ ଭଳିଆ ଦେଖା ଯାଉଚ୍ଛ.
'ଲୋକମାନେ ଅଧିକାଂଶ ସମୟ ଅଫିସ୍ ରେ ଫର୍ମାଲ୍ସ୍, ଯେମିତି କି ଶାଟର୍ ଓ କୋଟ୍, ପିନ୍ଧନ୍ତି.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
In offices, people often wear formals, like shirts, and coats.
In offices, people often wear formals, likes shirts, and coats
In offices, people often wear formals, such shirts, and coats.
In offices, people often wear formals, are like shirts, and coats.
ସେ ପଇସା ଏମିତି ଖର୍ଚ୍ଚ କରେ, ଯେମିତି କାଲି ଆସିବା ନାହିଁ.
    • there is
    • he spends
    • no tomorrow
    • money like
    • he spend
    • money for
    ଗୋଟେ କପ ଭଲ କଫି ଭଳିଆ ଆଉ କିଛି ନାହିଁ.
    • nothing
    • a good cup of coffee
    • such
    • there is
    • here is
    • like
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ