ସାମାନ୍ୟ ଅତୀତ କାଳ - Irregular verbs
try Again
Tip1:hello
Lesson 87
ସାମାନ୍ୟ ଅତୀତ କାଳ - Irregular verbs
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The last class ______
beganed
began
beginned
was begin
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Aman ______
knew
know
knowed
known
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The students ______
stand up
standed up
were stand up
stood up
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She ______
came
is came
comed
is comed
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He ______
was cut
cuted
cut
cutted
'ସେ ଦୁଇଟା ଶର୍ଟ୍ କିଣିଲା.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
He buy two shirts.
He buyed two shirts.
He buys two shirts.
He bought two shirts.
'ଆମେ ତିନି ଗିଲାସ ସେଓ ରସ ପିଇଲୁ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
We drinks three glasses of apple juice.
We drinked three glasses of apple juice.
We drank three glasses of apple juice.
We drunk three glasses of apple juice.
'ଟ୍ରେନ୍ ପ୍ଲାଟ୍ଫର୍ମ୍ ରୁ ଡେରି ରେ ବାହାରିଲା.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
The train departed late from the platform
The train departure late from the platform
The train departted late from the platform
The train was depart late from the platform
'ମତେ ରାସ୍ତା ଉପରେ ଗୋଟେ ବଟୁଆ ମିଳିଲା.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
I find a wallet on the road
I found a wallet on the road
I finded a wallet on the road
I finds a wallet on the road
'ନେହା ତାର ସାନ ଭାଇ ସାଂଗରେ ଲଢେଇ କଲା.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
Neha fight with her younger brother.
Neha fighted with her younger brother.
Neha fought with her younger brother.
Neha was fight with her younger brother.
ମୁଁ ତାକୁ ଡାକିବାକୁ ଭୁଲି ଗଲି.
ମୁଁ ମୋର ବ୍ୟାଗ୍ ଟା ବସ୍ ରେ ଛାଡିଦେଲି.
'ମୁଁ ଆଶା ଛାଡି ଦେଇଛି.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
I was lose all hope
I lost all hope
I loosed all hope
I losed all hope
ମୁଁ କାଲି ମୋର ସାଂଗ ମାନଙ୍କ ସହିତ ଦେଖା କଲି.
'ମୁଁ ପେନାଲ୍ଟି ର ଶହେ ଟଙ୍କା ଦେଲି.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
I paid a hundred rupees as penalty
I was pay a hundred rupees as penalty
I did paid a hundred rupees as penalty
I payed a hundred rupees as penalty
ମୁଁ କାଲି ଦୁଇଟା ଆଇସ୍ କ୍ରିମ୍ ଖାଇ ଥିଲି.
    • had
    • two icecreams
    • I
    • haved
    • yesterday
    • was have
    ସିଏ ମତେ ମୋର ଜିନିଷପତ୍ର ଫେରେଇ ଦେଲା.
    • return
    • he
    • stuff
    • returned
    • my
    • was
    ମୁଁ ଝରଖାରେ କିଛି ଦେଖିଥିଲି.
    • saw
    • in the window
    • I
    • something
    • seed
    • looked
    ଆମେ 24 ଘଣ୍ଟା ଅଫିସ୍ ରେ ବିତାଇଲୁ.
    • in the office
    • spent
    • was spend
    • twenty four hours
    • we
    • spended
    ସେ (ପୁଲିଂଗ୍) ମତେ ତିନିଟା ଲେସନ୍/ପାଠ ଗୋଟେ ଦିନରେ ପଢେଇଲା .
    • teached me
    • in a day
    • he
    • teach me
    • three lessons
    • taught me
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ