Possessive adjectives: my, your, his, her, their, our etc.
try Again
Tip1:hello
Lesson 89
Possessive adjectives: my, your, his, her, their, our etc.
ଟିପ୍
=
'Possessive adjectives' ସମ୍ବନ୍ଧବାଚକ ଶବ୍ଦ ଅଟନ୍ତି.
My (ମୋର)
Your (ଆପଣଙ୍କର)
His (ତାଙ୍କର/ତାର)
Hers (ତାଙ୍କର/ତାର)
Its (ଏହାର)
Our (ଆମର)
Their (ସେମାନଙ୍କର)
=
ଟିପ୍
We will travel in our car = ଆମେ ଆମ ଗାଡିରେ ଯାତ୍ରା କରିବା
'Possessive adjectives' କୁ 'possessive determiners' ମଧ୍ୟ କୁହାଯାଏ .

ଏହାର ପ୍ରୟୋଗ ସଂଜ୍ଞା ପୁର୍ବରୁ କରାଯାଏ କାରଣ, ଏହା ସଂଜ୍ଞାର ସମ୍ବନ୍ଧ ର ବର୍ଣ୍ଣନା କରେ.

ଏଠାରେ car ଏକ ସଂଜ୍ଞା ଅଟେ. Possessive adjective, 'our' (ଆମର) ଏହା ଦର୍ଶଉଛି କି car ଆମର.

We = ଆମେ, Our = ଆମର
Our = ଆମର
'ଆପଣ କଣ ଏଠାରେ ନୁଆ? ଆପଣଙ୍କ ନାଁ କଣ ?' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
Are you new here? What is your name?
Are you new here? What is you name?
Are you new here? What is her name?
Are you new here? What is yours name?
'ମୋର ଭାଇ ଓ ତାର ସ୍ତ୍ରୀ ମୁମ୍ବଈ ରେ ରୁହନ୍ତି ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
My brother and her wife are in Mumbai
My brother and its wife are in Mumbai
My brother and his wife are in Mumbai
My brother and him wife are in Mumbai
ଟିପ୍
=
'Possessive adjectives' ଏକବଚନ ଆଉ ବହୁବଚନ ରୁପ ପାଇଁ ସମାନ ରୁହେ.

Eg: ନେହା କୁ ତାର ଚାବି ମିଳି ଗଲା = Neha found her keys
=
'ମୁଁ ପଢୁଛି. ଏହି ଗୁଡା ମୋର ବହି.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
I am studying. These are my books.
I am studying. These are mine books.
I am studying. These are its books.
I am studying. These are his books.
ଟିପ୍
This is my pen = ଏହି ଟା ହେଉଛି ମୋର ପେନ୍.
'My' ଆଉ 'mine' ର ଓଡିଆ ରେ ଅର୍ଥ ହେଉଛି ମୋର. ପରନ୍ତୁ ଏହାର ପ୍ରୟୋଗ ରେ ଅନ୍ତର ଅଛି. My possessive adjective ଅଟେ.କିନ୍ତୁ 'mine' ହେଉଛି 'possessive pronoun' (ଅଧିକାର ଦେଖେଇବା ସର୍ବନାମ୍) – ଏହାର ବାକ୍ୟ ମଧ୍ୟ ରେ ସ୍ଥାନ ଉପରେ ଧ୍ୟାନ ଦିଅନ୍ତୁ

My pen = ମୋର ପେନ୍ - my, ସଞ୍ଜା (ପେନ୍) ର ଠିକ ପୁର୍ବରୁ ଲାଗେ.

This pen is mine = ଏହି ପେନ୍ ଟା ମୋର. 'Mine' ବାକ୍ୟର ଶେଷ ରେ ଆସେ.
This pen is mine = ଏହି ପେନ୍ ଟା ମୋର.
'କାର ଟା ଦେଖ. ତାର କାଚ ଭାଙ୍ଗି ଯାଇଛି.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
Look at the car. It has glasses are broken.
Look at the car. Your glasses are broken.
Look at the car. His glasses are broken.
Look at the car. Its glasses are broken.
ଟିପ୍
=
Its' (possessive adjective) ର ପ୍ରୟୋଗ ବସ୍ତୁ (object) ଏବଂ ପଶୁଙ୍କ ପାଇଁ କରା ଯାଏ.

ସେହୀ ବିଲେଇ ଟା ବହୁତ ସୁନ୍ଦର. ତାର ରୁମ ପୁରା ଧଳା = That cat is very beautiful. Its fur is totally white

ଏଠାରେ ବିଲେଇ ଗୋଟେ ପଶୁ ତେଣୁ possessive adjective 'its' ର ପ୍ରୟୋଗ ହେଇଛି. କିନ୍ତୁ ଯଦି ଆମକୁ ପଶୁ ର ଲିଁଗ (gender) ଜଣା ତାହାଲେ his କିମ୍ବା her ର ପ୍ରୟୋଗ ଭି କରା ଯାଇ ପାରେ - ବିଶେଶ୍ କରି ଯଦି ପଶୁ ଟା ପୋସା.

ଆମ ବିଲେଇ ସବୁ ବେଳେ ତାର ଖାଇବା ଜଲ୍ଦି ଖାଇଦିଏ = Our cat always eats her food quickly
=
ଟିପ୍
Its = ଏହାର
ମନେ ରଖନ୍ତୁ 'its' ଓ it's ହେଉଛି ଦୁଇଟା ଅଲଗା ଶବ୍ଦ ଯାହାର ଅର୍ଥ ମଧ୍ୟ ଭିନ୍ନ.

Its ଗୋଟେ possessive adjective ଅଟେ.

ଆଉ It's ର ଅର୍ଥ 'it is' କିମ୍ବା 'it has' ହୁଏ.
It's = ଏହି ଟା
'ମୁଁ ହେଉଛି ରାମ ଓ ୟେ ମୋ ଭଉଣୀ ସୀମା.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
I am Ram and this is her sister, Seema.
I am Ram and this is mine sister, Seema.
I am Ram and this is his sister, Seema.
I am Ram and this is my sister, Seema.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We have to be at the station early. ______
We
Our
Us
Ours
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They are Mr. and Mrs. Sharma. ______
Their
There
Your
His
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I met Neha last night. It's ______
his
her
its
my
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We need to leave or we will miss ______
your
our
their
its
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
That is Hari's shirt. You should give it back to ______
him
her
its
his
ସେମାନେ ତାଙ୍କ ନିଜ ଲୁଗା ବ୍ୟବହାର କରିବେ
    • use
    • their
    • they
    • own clothes
    • will
    • them
    ସଚିନ୍ ନିଜ ଗାଡି ଚଲେଇକି କାମକୁ ଯାଏ.
    • his
    • car
    • Sachin
    • to work
    • drives
    • her
    ତୁମେ ନିଜ ଛତା ନେବା କୁ ଭୁଲିବନି.
    • don't forget
    • their
    • yours
    • to take
    • umbrella
    • your
    ମୋର ଡିନର କେଉଁଠାରେ ଅଛି ?
    କଣ ତୁମକୁ ତୁମର ଗିଫ୍ଟ୍ ମିଳିଲା ?
    ସେ (ସ୍ତ୍ରୀ ଲିଂଗ୍) ନିଜ କାମ ସାରିଦେବ.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ