ଇଣ୍ଟର୍ଭ୍ୟୁ - ଚାକିରୀ ରେ ପରିବର୍ତ୍ତନ ର କାରଣ
try Again
Tip1:hello
Lesson 90
ଇଣ୍ଟର୍ଭ୍ୟୁ - ଚାକିରୀ ରେ ପରିବର୍ତ୍ତନ ର କାରଣ
ଟିପ୍
Why are you looking for a change? = ଆପଣ (ଚାକିରିରେ) ପରିବର୍ତ୍ତନ କାହିଁକି ଖୋଜୁଛନ୍ତି?
ଇଣ୍ଟରଭ୍ୟୁ ରେ ଅନେକ୍ ସମୟରେ ଏହି ପ୍ରଶ୍ନ ପଚରା ଯାଏ କି ଆପଣ ନିଜ ଚାକିରି କାହିଁକି ବଦଳୁଛନ୍ତି. ଆଜି ଆମେ ଏହି ପ୍ରଶ୍ନ ର କିଛି ଉତ୍ତର ଦେବା ଶିଖିବା.
=
A more=ଗୋଟେ ବେସି/ଅଧିକ
challenging=କଷ୍ଟକର/ଉବ୍ଦୀପକ
'ମୁଁ ଗୋଟେ କଷ୍ଟକର/ଚ୍ୟାଲେଂଜିନ୍ଗ୍ ସୁଯୋଗ ଖୋଜୁଛି.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
I am watching for a more challenging opportunity
I look for a more challenging opportunity
I am looking for a more challenging opportunity
I am look for a more challenging opportunity
କଷ୍ଟକର
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I am looking ______
for a better opportunity
to a better opportunity
from a better opportunity
by a better opportunity
ମୁଁ ଗୋଟେ ଅଧିକତର ଭାବେ ଭଲ ଭୁମିକା ଖୋଜୁଛି
    • I
    • for a
    • better
    • more good
    • am looking
    • role
    ଡାଏଲଗ୍ ଶୁଣନ୍ତୁ
    Hi, please have a seat. Why are you looking for a change?
    ହାଏ, କୃପା କରି ବସି ଯାଆନ୍ତୁ. ଆପଣ କାହିଁକି ଚାକିରି ବଦଳିବାକୁ ଚାହୁଁଛନ୍ତି?


    I like my job, but I am now looking for a more challenging role
    ମତେ ମୋର ଜବ୍/ଚାକିରୀ ଭଲ ଲାଗେ, କିନ୍ତୁ ଏବେ ମୁଁ ଆହୁରି କଷ୍ଟକର ଭୁମିକା ଖୋଜୁଛି


    Great. What are your interest areas?
    ଖୁବ୍ ଭଲ. ଆପଣଙ୍କର କୋଉ କ୍ଷେତ୍ର ରେ ରୁଚି ଅଛି ?


    I like sales and marketing
    ମତେ ସେଲ୍ସ୍ ଆଉ ମର୍କେଟିଂଗ୍ ଭଲ ଲାଗେ.


    'ମୁଁ ମୁମ୍ବଈ ରୁ ଦିଲ୍ଲୀ ଆସିବାକୁ ଚାହୁଁଛି ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I am like to move from Mumbai to Delhi
    I am want to move from Mumbai to Delhi
    I want to move from Mumbai to Delhi
    I want to moved from Mumbai to Delhi
    ମୋର କମ୍ପାନୀ ଦିଲ୍ଲୀ ରୁ ମୁମ୍ବଈ ସ୍ଥାନାନ୍ତରିତ ହେଉଛି.
    • moving
    • My company is
    • Delhi
    • to
    • Mumbai
    • from
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    My company ______
    has relocating
    is relocating
    ମୁଁ ଏକ ବଡ କମ୍ପାନୀରେ କାମ କରିବାକୁ ଚାହୁଁଛି.
    • am
    • for
    • work
    • a big company
    • want to
    • I
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    am like to work
    want to work
    have want to work
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ