ଭବିଷ୍ୟତ ବିଷୟ ରେ କଥା ହେବା - I will
try Again
Tip1:hello
Lesson 91
ଭବିଷ୍ୟତ ବିଷୟ ରେ କଥା ହେବା - I will
ଟିପ୍
ମୁଁ ବଚନ୍ ଦଉଛିକି ମୁଁ କାଲି ସ୍କୁଲ୍ ଯିବି = I promise that I will go to school tomorrow
'Future tense - ଫ୍ୟୁଚର ଟେନ୍ସ୍' (ଭବିଷ୍ୟତ କାଳ), ରେ ସେହି କାର୍ଯ୍ୟ ଗୁଡିକର ବର୍ଣନା ହୁଏ ଯାହା ଏବେ ଘଟି ନାହିଁ, କିନ୍ତୁ ଆସନ୍ତା ସମୟରେ ଘଟିବ କିମ୍ବା କରା ଯିବ. ଏହି ବାକ୍ୟ ଗୁଡିକରେ ଆମେ 'will' ର ପ୍ରୟୋଗ କରୁ.
=

ମନେ ରଖନ୍ତୁ, 'will' ସାଂଗରେ କ୍ରିୟା ଶବ୍ଦର ରୁପ ଅପରିବର୍ତିତ ରହି ଥାଏ.
'ମୁଁ କାଲି କାମକୁ ଯିବି' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
I will go to work tomorrow.
I will gone to work tomorrow.
I will went to work tomorrow.
I will goes to work tomorrow.
'ମତେ ବିଶ୍ବାସ କି ସେ ତୁମକୁ ପସନ୍ଦ ଆସିବ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
I'm sure you can like her.
I'm sure you will like her.
I'm sure you are like her.
I'm sure you will liking her.
'ଆମେ କାଲି ଘରକୁ ଯିବା' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
We were go home tomorrow.
We will go home tomorrow.
We will went home tomorrow.
We will goes home tomorrow.
'ସେ 2015 ରେ ଦିଲ୍ଲୀ ଯୀବ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
He will goes to Delhi in 2015
He go to Delhi in 2015
He will went to Delhi in 2015
He will go to Delhi in 2015
'ଆମେ ଆଜି ରାତିରେ ଦିନ୍ନର୍ ଖାଇବୁ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
We will have dinner tonight.
We have dinner tonight.
We will have to dinner tonight.
We did not have dinner tonight.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She ______
will danced
will dance
will dances
will do dance
'ସଂଜ୍ଞା ଏକବଚନ ହଉ କିମ୍ବା ବହୁବଚନ, ଭବିଷ୍ୟତ କାଳରେ କ୍ରିୟାର ବର୍ତ୍ତମାନ ରୁପ ହି ବ୍ୟବହାର ହୁଏ, ପରିବର୍ତିତ ରୁପ ନୁହେଁ.'^~^'typefacestyle'
english ଓଡ଼ିଆ short form
i will dance ମୁଁ ନାଚିବି (ନାଚ କରିବି) ill dance
you will dance ତୁ ନାଚିବୁ (ନାଚ କରିବୁ) youll dance
she will dance ସେ (ସ୍ତ୍ରୀଲିଂଗ୍) (ନାଚ କରିବ) shell dance
he will dance ସେ (ପୁଲିଂଗ୍) (ନାଚ କରିବ) hell dance
we will dance ଆମେ ନାଚିବା (ନାଚ କରିବା) well dance
they will dance ସେମାନେ ନାଚିବେ (ନାଚ କରିବେ) theyll dance
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We ______
are watch
will watched
will watches
will watch
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
asks
will asks
will ask
will asked
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They ______
will try to come
will try to came
will tried to come
will try to comes
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The train ______
leave
will leave
will left
will live
ପାଠ ଆଠଟା ବେଳେ ଆରମ୍ଭ ହେବ
ମୁଁ ଦୁଆର ଖୋଲି ଦେବି
ମୁଁ ସ୍ଟେସନ୍ କୁ ଡ୍ରାଇଭ୍ କରିକି ଯିବି
ମୁଁ ତୁମର ସାହାଯ୍ୟ କରି ଦେବି
ସେମାନେ ଘରକୁ ଆସିବେ
ସେ (ସ୍ତ୍ରୀଲିଙ୍ଗ୍ ) ଆମ ଘରେ ରବିବାର ଦିନ ରହିବ
    • can
    • she
    • on Sunday
    • at our place
    • stay
    • will
    ଆମେ କାଲି ବାହାରିବୁ ନାହିଁ
    • leave
    • will be
    • will
    • tomorrow
    • we
    • not
    ସେମାନେ କାମ ପାଇଁ ଲେଟ୍ ହେଇ ଯୀବେ
    • late
    • will
    • for work
    • be
    • later
    • they
    ମୁଁ 50 ଲୋକଙ୍କୁ ନିମନ୍ତ୍ରଣ କରିବି
    • invite
    • I am
    • invites
    • 50 people
    • I will
    • 50 peoples
    ଆମେ କାଲି ସକାଳେ ପହଁଚିବୁ
    • tomorrow
    • Reach
    • we will
    • morning
    • reached
    • we can
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ