ଭବିଷ୍ୟତ ବିଷୟରେ କଥା ହେବା - ପ୍ରଶ୍ନ ଓ ନକାରାତ୍ମକ ରୁପ
try Again
Tip1:hello
Lesson 92
ଭବିଷ୍ୟତ ବିଷୟରେ କଥା ହେବା - ପ୍ରଶ୍ନ ଓ ନକାରାତ୍ମକ ରୁପ
ଟିପ୍
She will not come with us = ସେ ଆମ ସାଂଗରେ ଆସିବ ନାହିଁ
ଭବିଷ୍ୟତ କାଳର ନକାରାତ୍ମକ ବାକ୍ୟରେ କ୍ରିୟା ଶବ୍ଦ ପୁର୍ବରୁ 'not' ର ପ୍ରୟୋଗ ହେଇ ଥାଏ.
=
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
will not go
willn't go
will go not
will no go
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She ______
will leave not
will no leave
will not leave
ଟିପ୍
She will come with us = ସେ ଆମ ସାଂଗରେ ଆସିବ
Will she come with us? = କଣ ସେ ଆମ ସାଂଗରେ ଆସିବ?
ଭବିଷ୍ୟତ କାଳର ପ୍ରଶ୍ନବାଚକ ବାକ୍ୟରେ 'will' ବାକ୍ୟର ଆରମ୍ଭରେ ଲାଗେ, ଆଉ ବାକି ବାକ୍ୟ ସମାନ ରୁହେ .
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
You will be
Will be you
Will you be
Will be
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Will bring she
Will she bring
Will she brings
Do you bring
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Will they want
Will they wants
Will want they
Will do they want
'ତୁମେ ତାର ସାହାଯ୍ୟ କରିବ ନାହିଁ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ;
Will you help her?
You not will help her.
You will help her not
You will not help her.
'ମୁଁ ତାକୁ ପାର୍ଟୀ ରେ ଡାକିବି ନାହିଁ ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ;
I can not invite her to the party
I was not invite her to the party
I will not invite her to the party
I will invite her to the party
'କଣ ତୁମେ ମତେ ରାତିରେ କଅଲ୍ କରିବ ?' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
Will you call me at night?
Do you call me at night?
Will call you at night
You will call me at night?
'ମୁଁ ତୁମର ଗୁପ୍ତ କଥା କାହାକୁ କହିବି ନାହିଁ ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
I will be not tell your secret to anyone.
I will not tell your secret to anyone.
I will tell your secret to anyone.
I do not tell your secret to anyone.
'କଣ ତୁମେ ଠିକ ସମୟରେ ପହଁଚି ଯିବ?' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
Do you reach on time?
Will you not reach on time?
Did you reach on time?
Will you reach on time?
ଆମେ ଟହଲିବାକୁ ଯିବୁ
କଣ ଆମେ ନଦୀରେ ଡେଇଁବା?
ମୁଁ ଖେଳି ବି ନାହିଁ
ଆମେ କେତେ ବେଳେ ସୋଇବା?
ଆମେ ଆଉ ଥରେ କାନ୍ଦିବା ନାହିଁ
ମୁଁ ତାର ସାଂଗରେ ବିବାହ କରିବି ନାହିଁ
    • will not
    • don't
    • I
    • marry
    • his
    • her
    ସୂର୍ଯ୍ୟ ଉଦୟ ଛଅଟା ବେଳେ ହେବ
    • be
    • the sun
    • at 6 o'clock
    • rises
    • A sun
    • will rise
    କ୍ରିସ୍ମାସ୍ ଦିନ କଣ ବରଫ୍ ପଡିବ?
    • on Christmas
    • will it
    • snows
    • snow
    • snowing
    • does it
    ଆମେ ତୁମକୁ ନୁଆ ଖେଳନା କିଣେଇଦବୁ
    • a new toy
    • we will
    • buys
    • you
    • we can
    • buy
    ମୁଁ ତୁମ ସାହାଯ୍ୟ କାହିଁକି କରିବି?
    • why
    • I
    • do
    • will
    • you
    • help
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ