will, won't - ପ୍ର୍ୟାକ୍ଟିସ୍
try Again
Tip1:hello
Lesson 93
will, won't - ପ୍ର୍ୟାକ୍ଟିସ୍
ଟିପ୍
ମୁଁ କାଲି ସୋଇବି = I will sleep tomorrow
ଭବିଷ୍ୟତ କାଳରେ ସାଧାରଣ ବାକ୍ୟ ପାଇଁ 'will' ର ପ୍ରୟୋଗ କରା ଯାଏ.
ମୁଁ କାଲି ସୋଇବିନି = I will not sleep tomorrow
ଭବିଷ୍ୟତ କାଳରେ ନକାରାତ୍ମକ ବାକ୍ୟ ଗୁଡାକରେ 'will' ସହିତ 'not' ର ପ୍ରୟୋଗ କରା ଯାଏ ଓ କ୍ରିୟାର ଅପରିବର୍ତ୍ତିତ ରୁପ ବ୍ୟବହାର ହୁଏ.
'ମୁଁ କାମ କରିବି ନାହିଁ ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
I will not work
I will work
I not will work
I will not do work
'ମୁଁ ବାହାରକୁ ଜିବିନି ' ର ଇଂରାଜୀରେ ସଠିକ୍ ଅନୁବାଦ୍ କଣ ହବ. (ସଠିକ୍ ବିକଳ୍ପ ବାଛନ୍ତୁ);
I will go not outside
I don't will go outside
I am not will go outside
I will not go outside
ଟିପ୍
Will not -> Won't =
ମନେ ରଖନ୍ତୁ 'will not' ର ଶର୍ଟ୍ ଫର୍ମ୍ 'won't' ହୁଏ ଆଉ ଏହାର ପ୍ରୟୋଗ ସବୁ 'nouns/pronouns' (I, you, he, they, Sachin, Neha etc) ସାଂଗରେ ଏହି ରୁପ ରେ କରା ଯାଏ.
=
'ମୁଁ ଫୋନ୍ ର ଉତ୍ତର ଦେବି ନାହିଁ ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
I will answer the phone
I won't answer the phone
I will won't answer the phone
I will do not answer the phone
'ସେମାନେ ବହୁତ ବର୍ଷ ପ୍ୟାରିସ୍ ରେ ରହିଛନ୍ତି - ସେମାନେ ଛାଡିବାକୁ ଚାଁହିବେନି .' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
They have lived in Paris for so many years - they will don't want to leave
They have lived in Paris for so many years - they will want to leave
They have lived in Paris for so many years - they won't want to leave
They have lived in Paris for so many years - they not will want to leave
'ମୁଁ ଘରେ ରହିବି, ବାହାରେ ବର୍ଷା ହେଉଛି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
I will do stay at home, it's raining outside
I will stay at home, it's raining outside
I am not will stay at home, it's raining outside
I will not stay at home, it's raining outside
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Don't stay out too late, you ______
will
won't
won't will
didn't
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She ______
won't arrive
will arrive
were not arrived
won't not arrive
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He ______
will showed
won't shows
will shows
will show
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
There ______
won't not be
won't be
will won't be
will be not
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The weather ______
wasn't
not will
won't
don't
ଆମେ ସନ୍ଧ୍ୟା ଛଅଟା ବେଳେ ସ୍କୁଲ୍ କୁ ଫେରି ଆସିବୁ
    • at 6 o'clock
    • school
    • in the evening
    • we will
    • get back to
    • do
    ମୁଁ ଠିକ ସମୟରେ ପହଁଚି ପାରିବି ନାହିଁ
    • able to
    • I
    • on time
    • won't be
    • will won't be
    • arrive on time
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ