Present progressive as future
try Again
Tip1:hello
Lesson 94
Present progressive as future
ଟିପ୍
What are you doing tomorrow evening? = ଆପଣ କାଲି ସନ୍ଧ୍ୟା ବେଳେ କଣ କରୁଛନ୍ତି?
Present continuous or Present progressive tense କହିବା ସମୟରେ ଘଟୁ ଥିବା ଘଟଣା ଗୁଡିକ ର ବର୍ଣନା କରିବା ପାଇଁ ବ୍ୟବହାର ହୁଏ.
Present progressive tense 'is/am/are' ଆଗରେ କ୍ରିୟା (verb) ର -ing ରୁପ ଲାଗେ.
=
କିନ୍ତୁ ଆମେ 'Present Progressive tense' ଭବିଷ୍ୟତ ର କଥାବାର୍ତ୍ତା କରିବା ପାଇଁ ବ୍ୟବହାର କରୁ.
'ଆପଣ କାଲି ସନ୍ଧ୍ୟା ବେଳେ କଣ କରୁଛନ୍ତି?' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ;
What are you do tomorrow evening?
What do you do tomorrow evening?
What are you doing tomorrow evening?
What do you doing tomorrow evening?
'ମୁଁ ଆଜି ସନ୍ଧ୍ୟା ବେଳେ କିଛି କରୁନି ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
I am not doing anything this evening
I am not do anything this evening
I don't do anything this evening
I not doing anything this evening
ମୁଁ ଏହି ଶନିବାର ଗୋଟେ ପାର୍ଟୀ ରଖୁଛି
    • I am
    • have
    • this Saturday
    • do
    • a party
    • having
    'କଣ ଆପଣ କାଲି କିଛି କରୁଛନ୍ତି?' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ;
    Are you doing anything tomorrow?
    Are you do anything tomorrow?
    Do you doing anything tomorrow?
    Do you do anything tomorrow?
    ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.
    I ______
    am visit
    am visiting
    will visiting
    do visit
    କଣ ଆପଣ ଆର ମଂଗଲବାର କାମ କରୁଛନ୍ତି?
    • next Tuesday?
    • work
    • do
    • working
    • are
    • you
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    We ______
    are having Diwali celebrations
    are have Diwali celebrations
    will having Diwali celebrations
    is have Diwali celebration
    ମୁଁ କାଲି ମୋ ମାଁ ଙ୍କ ସାଂଗରେ ଗୋଟେ ପ୍ରଦର୍ଶନୀ ଦେଖିବାକୁ ଯାଉଛି
    • I am
    • go
    • to an exhibition
    • do
    • going
    • with my mother tomorrow
    ଡାଏଲଗ୍ ଶୁଣନ୍ତୁ
    Hi Sachin, What are you doing this evening?
    ହାଏ ସଚିନ୍, ତୁମେ ଆଜି ସନ୍ଧ୍ୟା ବେଳେ କଣ କରୁଛ?


    I am studying for a test this evening
    ମୁଁ ଆଜି ସନ୍ଧ୍ୟା ବେଳେ ଗୋଟେ ପରୀକ୍ଷା ପାଇଁ ପଢୁଛି


    Oh. And tomorrow?
    ଓଃ. ଆଉ କାଲି ?


    I am not doing anything tomorrow
    କାଲି କିଛି କରୁନି.


    I am having a party at my place tomorrow evening. Do you want to come?
    ମୁଁ କାଲି ମୋ ଘରେ ଗୋଟେ ପାର୍ଟୀ ରଖୁଛି. ତୁମେ ଆସିବାକୁ ଚାହୁଁଛକି ?


    Sure. See you tomorrow!
    ନିଶ୍ଚିତ! କାଲି ଦେଖା ହବ.


    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    traveling to India
    am travel to India
    am traveling to India
    do traveling to India
    ମୁଁ କାଲି ରାତି 7ଟା ବେଳେ ବାହାରିବି
    • leave
    • I am
    • at 7 PM yesterday.
    • leaving
    • coming
    • at 7 PM tomorrow.
    'ମୁଁ ରବିବାର ଦିନ ବାପାଙ୍କ ସାଂଗରେ ବ୍ୟାଙ୍କ ଯାଉଛି' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I am go to the bank with my father on Sunday
    I am going to the bank with my father on Sunday
    I will going to the bank with my father on Sunday
    I going to the bank with my father on Sunday
    ମୁଁ ନିଜ ବ୍ୟବସାୟ ଆରମ୍ଭ କରୁଛି.
    • start
    • starting
    • my own
    • I am
    • business.
    • do
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    Do you go
    Are you go
    Will you going
    Are you going
    କଣ ସଚିନ୍ କାଲି ଅଫିସ୍ ଯିବ?
    • Sachin
    • is
    • to office
    • come
    • coming
    • tomorrow
    କାଲି ତୁମେ କେତେ ବେଳେ ଆସିବ?
    • what time
    • you
    • come
    • are
    • coming
    • tomorrow?
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ