Future with going to
try Again
Tip1:hello
Lesson 95
Future with going to
ଟିପ୍
ଆମେ ଦିଲ୍ଲୀ ଯିବା ପାଇଁ ସକାଳ ଟ୍ରେନ୍ ଟା ନଉଛୁ = We are taking the morning train to Delhi
ଆମେ 'Present progressive - ପ୍ରେଯେଂଟ୍ ପ୍ରୋଗ୍ରେସିଭ୍' (is/am/are+verb+ing) ଭବିଷ୍ୟତ ରେ ହବାର ନିର୍ଦ୍ଦିଷ୍ଟ ପ୍ଲାନ୍ ପାଇଁ ବ୍ୟବହାର କରୁ.
ବୈଠକ 11ଟା ବେଳେ ଆରମ୍ଭ ହେବାକୁ ଯାଉଛି = The meeting is going to start at 11 AM
ଆମେ 'going to' (going to + verb + ing) ଉଦ୍ଦେଶ୍ୟ(informal) କୁ ଦର୍ଶେଇବା ପାଇଁ ବ୍ୟବହାର କରୁ.
ଟିପ୍
=
'Going to' ର ବ୍ୟବହାର
=
1) Intentions: ଉଦ୍ଦେଶ୍ୟ (informal) କୁ ଜଣେଇବାପାଇଁ (eg: I am going to hire someone for this work = ମୁଁ ଏହି କାମ ପାଇଁ ଜଣଙ୍କୁ ନିଯୁକ୍ତ କରିବାକୁ ଯାଉଛି )

2) Predictions: ଭବିଷ୍ୟବାଣୀ ପାଇଁ(eg: It is going to rain = ବର୍ଷା ହେବାକୁ ଯାଉଛି)

3) ଭବିଷ୍ୟତ ର ତଥ୍ୟ ପାଇଁ(eg: Sachin is going to turn 30 this November = ସଚିନ୍ ଏହି ନଭେମ୍ବର ରେ ତିରିଶ ବର୍ଷ ର ହେଇ ଜିବ)
'ମୁଁ ଧୁମ୍ରପାନ ଛାଡି ଦେବାକୁ ଯାଉଛି ' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ ;
I am going to quit smoking
I am go quit smoking
I am going to quitting smoking
I will going to quit smoking
'ମୁଁ ଏବେ ଠାରୁ ପରିଶ୍ରମ ସହିତ କାମ କରିବି.
' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ
;
I am going to work hard from now on
I am work hard from now on
I am going to working hard from now on
I am go to work hard from now on
'ତୁମେ ପରୀକ୍ଷାରେ ପାସ୍ ହେଇ ଜୀବ' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ;
You're pass the exam
You're going to passing the exam
You'll going to pass the exam
You're going to pass the exam
ବର୍ଷା ହବାର ଅଛି.
    • raining
    • is
    • to
    • rain.
    • going
    • it
    ମୁଁ ସଚିନ୍ କୁ କିଛି କ୍ଷଣ ପରେ ଫୋନ୍ କରିକି ଏହି ଖବର ଟା ସୁଣେଇଦେବି
    • call Sachin later
    • going to
    • this news.
    • and tell him
    • calling
    • I am
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Be careful! We ______
    will
    are going
    are
    go
    'ଯଦି ଏମାନେ ଏମିତି ସମୟ ନଷ୍ଟ କରିବେ ତାହାଲେ ଏମାନେ ଫେଲ୍ ହେଇଯିବେ ' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ ;
    If they keep on wasting time like this, then they're going to fail
    If they keep on wasting time like this, then they're fail
    If they keep on wasting time like this, then they going to fail
    If they keep on wasting time like this, then they'll going to fail
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    My sister is ______
    going to graduate
    going to graduation
    graduate
    going to pass out
    ମୋର ବାପା ଏହି ମାର୍ଚ୍ ମାସ ରେ 45 ବର୍ଷ ର ହେଇ ଜିବେ
    • 45 this March
    • is
    • going to
    • be
    • go to
    • my father
    'କଣ ଆପଣ କାହାକୁ ନିଯୁକ୍ତ କରିବେ ?' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ;
    Are you going to hire someone?
    Are you hire someone?
    Do you going to hire someone?
    Will you going to hire someone?
    କଣ ମେଳା ରେ ବହୁତ ଭିଡ ହବାର ଅଛି କି ?
    • Is it
    • be
    • very crowded
    • at the fair?
    • does
    • going to
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    My company ______
    is going to moving
    is going to move
    will going to move
    is go to moving
    'ମିଟିଙ୍ଗ୍ 11ଟା ବେଳେ ଆରମ୍ଭ ହେବାର ଅଛି ' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ ;
    The meeting is going to start at 11 .
    The meeting is start at 11
    The meeting will be going to start at 11
    The meeting is going to starting at 11
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ