Myself, Himself, Yourself - Reflexive Pronouns
try Again
Tip1:hello
Lesson 97
Myself, Himself, Yourself - Reflexive Pronouns
ଟିପ୍
ମୁଁ ନିଜକୁ ଛୁରୀରେ ଆଘାତ କରିଲି = I hurt myself with a knife
ଯଦି କୋଉ ବ୍ୟକ୍ତି ଦ୍ବାରା କରାଯାଇଥିବା କାର୍ଯ୍ୟ ର ପରିଣାମ ମଧ୍ୟ ସେହି ବ୍ୟକ୍ତିକୁ ମିଳେ, ତେବେ 'reflexive pronoun' ର ପ୍ରୟୋଗ କରାଯାଏ
=

ଏଇଠି କାର୍ଯ୍ୟ କରୁଥିବା ବ୍ୟକ୍ତି 'I' ଅଟେ ଓ କାର୍ଯ୍ୟର ପରିଣାମ (ଆଘାତ ହେବା) ମଧ୍ୟ ତାକୁ ମିଳିଲା, ତେଣୁ 'myself' (reflexive pronoun) ର ପ୍ରୟୋଗ ହେଇଛି.
Myself, yourself, himself, herself ଏବଂ itself ଏକବଚନ reflexive pronoun ଅଟେ.
Ourselves, yourselves, themselves ଇତ୍ୟାଦି ବହୁବଚନ 'reflexive pronoun' ଅଟେ.
ଟିପ୍
ନିତ୍ୟା ନିଜେ ଲୁଗା ପିନ୍ଧେ ଯଦିଓ ସିଏ ମାତ୍ର ଦୁଇ ବର୍ଷ ର = Nitya dresses herself although she is only two years old.
'Reflexive pronouns' ର ପ୍ରୟୋଗ ଅସାଧାରଣ କାର୍ଯ୍ୟ (unusual events) ପାଇଁ ମଧ୍ୟ କରାଯାଏ.
=
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I hurt ______
myself
himself
me
my
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Tom cut ______
myself
himself
him
my
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She is old enough to wash ______
myself
her
himself
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We did not enjoy ______
ourself
herself.
ourselves
themselves
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You should control ______
herself
myself
yourself
themselves
'ସେ ନିଜ ପାଇଁ ଗୋଟେ ଉପହାର କିଣିଲା ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
She bought a gift for her
She bought a gift for herself.
She bought a gift for myself
She bought a gift for yourselves.
'ସେ ନିଜକୁ ଅତିମାତ୍ରା ରେ ବଡ/ଉଚ୍ଚ ବୋଲି ଭାବେ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
She thinks very highly of her
She thinks very highly of herself
She thinks very highly of herselves
She thinks very highly of hers
'ସେ ନିଜକୁ ବୁଝି ପାରିଲା ନାହିଁ ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
He couldn't understand himself
He couldn't understand him
He couldn't understand his
He couldn't understand he
'ସେମାନେ ନିଜକୁ କଡା ପରିଶ୍ରମ କରିବା ପାଇଁ ବାଧ୍ୟ କରିବା କଥା ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
They must force themselves to work hard
They must force ourselves to work hard
They must force yourselves to work hard
They must force theyselves to work hard
'ମୁଁ ନିଜକୁ କାଟି ଦେଇଛି' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
I have cut herself
I have cut yourselves
I have cut himself
I have cut myself
ସେମାନଙ୍କୁ ନିଜେ ରାନ୍ଧିବାକୁ ପଡିବ
ଟିପ୍
=
ଯେତେ ବେଳେ ଆମେ କିଛି ପ୍ରସିଦ୍ଧ ବ୍ୟକ୍ତି କିମ୍ବା ବସ୍ତୁ ବିଷୟରେ କଥା ହଉ, ସେତେ ବେଳେ 'reflexive pronoun' ର ପ୍ରୟୋଗ କରୁ
=
କୋଟା ନିଜେ ଗୋଟେ ଛୋଟ ସହର ଅଟେ = Kota itself is quite a small town.
ମୁଁ ନିଜକୁ ଦର୍ପଣରେ ଦେଖିଲି
    • myself
    • himself
    • in the mirror.
    • I
    • me
    • saw
    ସେମାନେ ନିଜର ଯତ୍ନ ନେଇ ପାରିବେନି
    • them
    • look after
    • they
    • ourselves
    • themselves.
    • cannot
    କଣ ଆପଣ ନିଜେ ନିଜର ସାହାଯ୍ୟ କରିପାରିବେ?
    • your
    • themselves
    • help
    • helped
    • yourself
    • can you
    ଆମେ ଏଇଟା ନିଜେ କରି ଦେବୁ
    ସେ ନିଜ ସାଂଗରେ କଥା ହୁଏ

    ଟିପ୍
    =
    Yourself = ନିଜେ
    Yourselves = ନିଜେ
    ଏହି ଦୁଇଟି ଶବ୍ଦର ଅର୍ଥ ସମାନ କିନ୍ତୁ yourself ର ପ୍ରୟୋଗ ଗୋଟେ ବ୍ୟକ୍ତି ପାଇଁ ହୁଏ ଆଉ yourselves ର ପ୍ରୟୋଗ ଗୋଟେ ରୁ ଅଧିକ ବ୍ୟକ୍ତି ମାନଂକ ପାଇଁ କରାଯାଏ
    Eg: ରାମ, ତୁମେ ନିଜେ ନିଜର ସାହାଯ୍ୟ କରିପାରିବ = Ram, you can help yourself.
    ଏଠାରେ ରାମ ଏକବଚନ୍ ସେଇଥିପାଇଁ yourself ର ପ୍ରୟୋଗ କର ଯାଇଛି
    ତୁମେମାନେ ସବୁ ନିଜେ ନିଜର ସାହାଯ୍ୟ କରିପାରିବ = You all can help yourselves
    ଏଠାରେ ‘ତୁମେମାନେ ସବୁ’ ବହୁବଚନ୍ ଅଟେ ସେହି ଯୋଗୁ yourselves ର ପ୍ରୟୋଗ କର ଯାଇଛି.
    =
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ