କୌଣସି ଲୋକ ଠାରୁ ରାସ୍ତା/ଠିକଣା ପଚାରିବା ଶିଖନ୍ତୁ
try Again
Tip1:hello
Lesson 98
କୌଣସି ଲୋକ ଠାରୁ ରାସ୍ତା/ଠିକଣା ପଚାରିବା ଶିଖନ୍ତୁ
Can you=କଣ ଆପଣ ?
tell=କହିପାରିବେ
me=ମତେ
ଟିପ୍
Where is the temple? = ମନ୍ଦିରଟା କେଉଁଠାରେ ?
The temple is across the road = ମନ୍ଦିରଟା ରାସ୍ତା ର ସେ ପାଖରେ .
କୌଣସି ବ୍ୟକ୍ତି, 'object', କିମ୍ବା ଜାଗା ର ଠିକଣା ଜାଣିବା ପାଇଁ, ଆମେ ଦିଶା/ ଦିଗ ବିଷୟରେ ପଚାରୁ
across ସେ ପାଖରେ
past ଆଗକୁ
around ଚାରିପାଖେ/ଚାରିଆଡ଼େ
among ମଧ୍ୟରେ/ଗହଣରେ
beyond ଟପିକି/ଆର ପାଖେ
straight ahead ସୀଧା
left ବାମ
right ଡାହାଣ
opposite ସାମ୍ନା
next to ପାଖରେ
between ମଝିରେ
'ପୁସ୍ତକାଳୟ ସୁପର ମାର୍କେଟ୍ ପରେ ପଡିବ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ;
The library is past the supermarket.
The library is next the supermarket.
The library is left to the supermarket.
The library is behind the supermarket.
'ଗ୍ୟାସ୍ ଷ୍ଟେଶନ୍ ଟା ଗଳି ସେ ପାଖରେ ଅଛି.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ;
The gas station is behind the street
The gas station is past the street
The gas station is next to the street
The gas station is across the street
'ସଂଗ୍ରହାଳୟ, ଗଛ ଗୁଡାକ ଭିତରେ/ମଝିରେ ଅଛି.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ;
The museum is away from the trees.
The museum is situated among the trees.
The museum is around the trees.
The museum is beyond the trees.
'ସୀଧା ଯାଆନ୍ତୁ ଏବଂ ଡାହାଣ ପଟକୁ ବୁଲନ୍ତୁ'
Go left and turn straight
Go straight and turn right
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
It will be ______
on your left
in left
beyond left
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
That house is ______
left
right
center
between
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Ram is standing ______
next to
between
on the
nearly to
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
After you cross the supermarket, ______
turn left
go next
take next
left turn
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Crossword store is on the second floor. It's ______
from the left
in to the left
at left
on the left
ସିଢି ଚଢିକି ଉପରକୁ ଯାଅ ଓ ସିଧା ଚାଲ
ସପ୍ତମ ମହଲା ପାଇଁ ଲିଫ୍ଟ୍ ନିଅ
ରେସ୍ଫୋରାନ୍ଟ୍,, ହସ୍ପିଟଲ୍ ପାଖରେ ଅଛି.
ବ୍ରିଜ୍ ଟପିକି, ଡାହାଣ କୁ ବୁଲନ୍ତୁ.
    • the bridge
    • turn right.
    • crossing
    • cross
    • turn to right after
    • after
    ମନ୍ଦିର ଯିବା ପାଇଁ ରାସ୍ତା ପାରି କରନ୍ତୁ
    • the temple.
    • the road
    • cross
    • beyond
    • to go to
    • across
    ଡାଏଲଗ୍ ଶୁଣନ୍ତୁ
    Hello Meera, Can you tell me the way to the music store?
    ହେଲୋ ମୀରା, କଣ ତୁମେ ମତେ ଗୀତ ଦୋକାନ୍ ର ରାସ୍ତା କହି ପାରିବ କି ?


    Sure, Go straight ahead on Gandhi Road.
    ହଁ, ଗାଁଧୀ ରାସ୍ତାରେ ଆଗକୁ ସୀଧା ଯାଅ.


    Ok, then?
    ହଉ, ତାପରେ?


    Walk past the mall and turn right. Then, cross the street and take the first left after the temple. The Music store will be in front of you.
    ମଅଲ୍ ଆଗକୁ ଯାଇ, ଡାହାଣକୁ ବୁଲ. ତାପରେ ଗଳି (ରାସ୍ତା) ଟପିକି ମନ୍ଦିର ପରେ, ପ୍ରଥମ ଡାହାଣ ପଟକୁ ବୁଲ. ଗୀତ ଦୋକାନ୍ ତୁମ ସାମ୍ନାରେ ଥିବ.


    Alright!
    ଠିକ୍ ଅଛି.


    Hope you have understood the way
    ଆଶା କରୁଛି ତୁମେ ରାସ୍ତା ବୁଝିପାରିଲ.


    Absolutely! Thanks for your help.
    ସମ୍ପୁର୍ଣ୍ଣ ଭାବରେ! ତୁମ ସାହାଯ୍ୟ ପାଇଁ ଧନ୍ୟବାଦ୍.


    You're welcome
    କିଛି ଅସୁବିଧା ନାହିଁ.


    ଡାଏଲଗ୍ ଶୁଣନ୍ତୁ
    Hey Robin, Do you know the way to the Post Office?
    ହେ ରବିନ୍, କଣ ତୁମକୁ ଡାକ ଘର ର ରାସ୍ତା ଜଣା ଅଛି ?


    Yes, I do.
    ହଁ, ଜାଣିଛି.


    Can you please explain it to me?
    ମତେ ଟିକିଏ ବୁଝେଇ ପାରିବ କି?


    Yes, of course! Walk along Subhash Lane and then turn left from the music store.
    ହଁ ବିଲ୍କୁଲ୍! ସୁଭାଷ୍ ଲେନ୍ ରେ (ଏକାକୀ) ଚାଲ ତାପରେ ଗୀତ ଦୋକାନ୍ ରୁ ବାମ ପଟକୁ ବୁଲି ଯାଅ .


    Ok, then?
    ଆଛା, ତାପରେ?


    Walk down Nehru street, then walk past the Oberoi Mall, it's the last building on your left.
    ନେହେରୁ ଗଳି (ରାସ୍ତା ) ରେ ଚାଲିକୀ ଜାଅ. ତାପରେ ଓବେରଇ ମଅଲ୍ ଆଗକୁ ଯାଅ. ଏଇଟା ତୁମର ବାଁ ପଟେ ଶେଷ ବିଲ୍ଡିଙ୍ଗ.


    I got it. Thanks a lot.
    ବୁଝିଗଲୀ. ବହୁତ ଧନ୍ୟବାଦ୍.


    You're welcome
    କିଛି ଅସୁବିଧା ନାହିଁ.


    'Go straight ahead' ର ଓଡିଆରେ ଅନୁବାଦ କଣ ହବ? ସଠିକ୍ ବିକଳ୍ପ ବାଛନ୍ତୁ.;
    ସୀଧା ଆଗକୁ ଯାଅ
    ସୀଧା ସୀଧା ଯାଅ
    ସୀଧା ପଛେ ଯାଅ
    ଆଗ ପଛ ଯାଅ
    'Walk past the library' ର ଓଡିଆରେ ଅନୁବାଦ ହେବ? ସଠିକ୍ ବିକଳ୍ପ ବାଛନ୍ତୁ.;
    ପୁଷ୍ତକାଳୟ ପରେ ଯାଆନ୍ତୁ.
    ପୁଷ୍ତକାଳୟ ସାଂଗରେ ଯାଆନ୍ତୁ.
    ପୁଷ୍ତକାଳୟ ଆଗକୁ ଯାଆନ୍ତୁ.
    ପୁଷ୍ତକାଳୟ ପଛକୁ ଯାଆନ୍ତୁ.
    'Cross the street' ର ଓଡିଆରେ ଅନୁବାଦ କଣ ହବ? ସଠିକ୍ ବିକଳ୍ପ ବାଛନ୍ତୁ.;
    ଗଳି (ରାସ୍ତା) ପାଖକୁ ଯାଆନ୍ତୁ
    ଗଳି (ରାସ୍ତା) ର ଆର ପାଖେ
    ଗଳି (ରାସ୍ତା) ପାଖେ
    ଗଳି (ରାସ୍ତା) ପାରି କରନ୍ତୁ
    'Walk along the street' ର ଓଡିଆରେ ଅନୁବାଦ କଣ ହବ? ସଠିକ୍ ବିକଳ୍ପ ବାଛନ୍ତୁ.;
    ରାସ୍ତା ପାଖକୁ ଚାଲନ୍ତୁ
    ରାସ୍ତା ସାଂଗରେ ଚାଲନ୍ତୁ
    ରାସ୍ତା ଉପରେ ଚାଲନ୍ତୁ
    ରାସ୍ତା ଆର ପାଖେ ଚାଲନ୍ତୁ
    'It's in front of you' ର ଓଡିଆରେ ଅନୁବାଦ କଣ ହବ? ସଠିକ୍ ବିକଳ୍ପ ବାଛନ୍ତୁ.;
    ଏଇଟା ଆପଣଙ୍କ ସାମ୍ନାରେ ଅଛି
    ଏଇଟା ଆପଣଙ୍କ ପଛରେ ଅଛି
    ଏଇଟା ଆପଣଙ୍କ ଆଗରେ ଅଛି
    ଏଇଟା ଆପଣଙ୍କ ପାଖରେ ଅଛି
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ